ନିୟମ ଓ ସର୍ତ୍ତାବଳୀ:

  • ଏହା ଏକ ପ୍ରୋତ୍ସାହନମୂଳକ ଅଫର ଏବଂ ଏହାର କୌଣସି ବ୍ୟବସାୟିକ ମୂଲ୍ୟ ନାହିଁ |

  • ନିର୍ଦ୍ଦିଷ୍ଟ ନିୟମ ଏବଂ ସର୍ତ୍ତାବଳୀ ଲାଗୁ |

  • ୩. କୌଣସି ପରିସ୍ଥିତିରେ ଅଫର ସ୍ଥାନାନ୍ତର କିମ୍ବା ବିନିମୟ ଯୋଗ୍ୟ ହୋଇପାରିବ ନାହିଁ |

  • ଏହି ଅଫର 250 କିଲୋଗ୍ରାମ କିମ୍ବା ତା ଠାରୁ ଅଧିକ ପାଇଁ ବୈଧ ଅଟେ | 

  • ଯଦି ଅଫର ରଦ୍ଧ ହୁଏ କିମ୍ବା କୌଣସି ଆଇନି ଦ୍ୱାରା ନିଷେଧ ଘୋଷିତ ହୁଏ ତେବେ କମ୍ପାନୀ କୌଣସି କ୍ଷତିପୂରଣ ଦେବା ପାଇଁ ଦାୟୀ ରହିବ ନାହିଁ।

  • କୌଣସି ପୂର୍ବ ସୂଚନା ବିନା ସ୍କିମର ସର୍ତ୍ତାବଳୀ ଏବଂ ନିୟମଗୁଡିକ ପ୍ରତ୍ୟାହାର କିମ୍ବା ପରିବର୍ତ୍ତନ କରିବାକୁ କମ୍ପାନୀର ସମ୍ପୂର୍ଣ୍ଣ ଅଧିକାର ରହିଛି |

  • କ୍ୟାପଟେନ ଟିଏମଟି (600 EQR / ରଷ୍ଟ ଗାର୍ଡ) କୌଣସି କ୍ୟାପଟେନ ଷ୍ଟିଲ ପ୍ରାଧିକୃତ ଡିଲର କିମ୍ବା ସହଯୋଗୀ ଡିଲରଙ୍କଠାରୁ ନିଆଯିବା ଆବଶ୍ୟକ |

  • ପ୍ରତ୍ୟେକ କୁପନର ଏକ ବୈଧ ଅବଧି ଅଛି | ମିଆଦ ପୂର୍ଣ୍ଣ ହେଇସାରିଥିବା କୁପନ୍ ବ୍ୟବହାର କରାଯାଇପାରିବ ନାହିଁ | ଅବଧି
    ସମାପ୍ତି ପରେ କୌଣସି ଦାବି ଗ୍ରହଣ କରାଯିବ ନାହିଁ |

  • ଆପ୍ ରେ ଉପଲବ୍ଧ କାଟାଲଗ୍ ରୁ ଉପହାର ବାଛିବା ଉଚିତ୍ | କୁପନ୍ ମୂଲ୍ୟ ନଗଦ ରାଶିରେ ବିନିମୟ ହୋଇପାରିବ ନାହିଁ |

  • ଆୟକର ଧାରା 194R ଅନୁଯାୟୀ (1 ଜୁଲାଇ, 2022 ରୁ ବୈଧ), ସମସ୍ତ ଉପହାରରେ ବୈଧ ପାନକାର୍ଡ ଧାରକମାନଙ୍କ ପାଇଁ @ 10% ହାରରେ ଏବଂ ପାନକାର୍ଡ ନଥିଲେ @ 20% ହାରରେ TDS ଦେୟ ଦେବାକୁ ହେବ |

  • କମ୍ପାନୀର ଦାୟିତ୍ୱ କେବଳ ଉପହାର ଭାଉଚରରେ ସୀମିତ | ଉପହାରର ପରବର୍ତ୍ତୀ ବ୍ୟବହାର ସମ୍ପୁର୍ଣ୍ଣ ଭାବରେ ଗ୍ରାହକଙ୍କର ନିଜସ୍ୱ ଦାୟିତ୍ୱ ଅଟେ |

  • କୌଣସି ଆଇନଗତ ବିବାଦ କିମ୍ବା ପ୍ରସଙ୍ଗ କୋଲକାତାରେ ବିଚାର କରାଯିବ ।